National Means Merit Scholarship

Short Name : NMMS
Full Name : National Means Merit Scholarship
Exam Date : ୦୫.୧୧.୨୦୨୩
Syllabus : ମାନସିକ ଦକ୍ଷତା ପରୀକ୍ଷଣ-MAT (ଯୁକ୍ତି (Analogy), ଶ୍ରେଣୀ ବିଭାଗ (Classification), ସାଂଖିକ କ୍ରମ (Numerical series), ଢାଞ୍ଚା ଉପଲବ୍ଧି (Pattern Perception), ଲୁକ୍କାୟିତ ଚିତ୍ର (Hidden figure) ଇତ୍ୟାଦି), ବିଷୟଗତ ଦକ୍ଷତା ପରୀକ୍ଷଣ-SAT (ଗଣିତ, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ, ଇତିହାସ, ଭୂଗୋଳ, ରାଜନୀତିବିଜ୍ଞାନ ଓ ଅଥର୍ନୀତି)
Mode of Application : Online
Official Website : http://www.ntse.scertodisha.nic.in
Organization : Directorate of Teacher Education and SCERT, Odisha
Mode of Exam : Offline
Application Fee : Free
Reward : ମାସିକ ୧୦୦୦ ଟଙ୍କା ହିସାବରେ ଚାରି ବର୍ଷ ବୃତ୍ତି ପାଇବେ